ଓଡିଶା ସରକାର ଓଡ଼ିଶାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଦଶହରା ଭେଟି ସଦୃଶ ସପ୍ତମ ବେତନ କମିଶନ କୁ ଲାଗୁ କରି ଦେଇଛନ୍ତି । ଏହାର ଲାଭ ଆସନ୍ତା ସେପ୍ଟେମ୍ୱର ୧ରୁ ପାଇ ପାରିବେ ଓଡ଼ିଶାର ସରକାରୀ କର୍ମଚାରୀ ମାନେ ।
ପୂର୍ବତନ State Secretariat Employees’ Association ର ସଭାପତି ଚିତ୍ତରଞ୍ଜନ ହୋତା ଙ୍କ ସୂଚନା ଅନୁଯାୟୀ ବିଭିନ୍ନ ଗ୍ରେଡ ରେ ବୃଦ୍ଧି ପାଇବାକୁ ଥିବା ଦରମା ର ବିବରଣୀ ନିମ୍ନ ପ୍ରକାରର :-
୧- GROUP D କର୍ମଚାରୀ ମାନେ ସପ୍ତମ ବେତନ କମିଶନ ଅନୁଯାୟି ମାସିକ basic pay 6450 ରୁ 18000 କୁ ବୃଦ୍ଧି ପାଇବ ।
୨ -GROUP C କର୍ମଚାରୀ ମାନଙ୍କ ମାସିକ ଦରମା 7100 ରୁ 19900 କୁ ବୃଦ୍ଧି ପାଇବ ।
୩ -GROUP B କର୍ମଚାରୀ ମାନଙ୍କ ମାସିକ ଦରମା 13500 ରୁ 35400 କୁ ବୃଦ୍ଧି ପାଇବ ।
୪ - GROUP A କର୍ମଚାରୀ ମାନଙ୍କ ମାସିକ ଦରମା 21000 ରୁ 56100 କୁ ବୃଦ୍ଧି ପାଇବ ।
୫ - GROUP A OAS କର୍ମଚାରୀ ମାନଙ୍କ ମାସିକ ଦରମା ପ୍ରାୟ 1,44,200 ହୋଇପାରେ ।
୬- GROUP A IASକର୍ମଚାରୀ ମାନଙ୍କ ମାସିକ ଦରମା ବୃଦ୍ଧି ପାଇ 2,25,000 ହୋଇପାରେ
For more news click here and like this page
0 Comments