ଏପରି କିଛି ପ୍ରଶ୍ନ ଅଛି ଯାହା ଆପଣଙ୍କ ମସ୍ତିଷ୍କ କୁ ଦହଲାଇ ଥାଏ । କିଛି ପ୍ରଶ୍ନ ଦେଖିବାକୁ ସହଜ ଲାଗୁଥିଲେ ମଧ୍ୟ କରିବା ବହୁତ କଷ୍ଟ ।ସେପରି ଗୋଟେ ପ୍ରଶ୍ନ ବିଷୟରେ ଆସନ୍ତୁ ଦେଖିବା ।
ପ୍ରଶ୍ନ :-
3+5+6=151872
5+5+6=253094
5+6+7=303585
5+5+3=251573
then 9+4+7=_______?
ଏହି ପ୍ରଶ୍ନଟି ଏକ ଉଚ୍ଚ ସ୍ତରର ପରୀକ୍ଷାରେ ପଡିଥିବା ପ୍ରଶ୍ନ ଯାହାକୁ କି କେବଳ 5% ପିଲା ସଠିକ ଉତ୍ତର ଦେଇ ପାରିଥିଲେ ।
ଉତ୍ତର -
ଏହି ପ୍ରଶ୍ନଟିର ଉତ୍ତର କଲାବେଳେ ଆପଣ ନିଶ୍ଚିତ ଭାବରେ ଏହାର ପ୍ରଥମ 4 ଟି ସଂଖା ବାହାର କରି ସାରିଥିବେ ଏହା ଅତୀବ ସହଜ । କିନ୍ତୁ ଶେଷ 2 ଟି ସଂଖ୍ୟା ନିର୍ଣ୍ଣୟ କରିବା ବହୁତ କଷ୍ଟସାଧ୍ୟ ଯାହା ଆପଣ ମଧ୍ୟ ଜାଣିପାରିଥିବେ । ଆସନ୍ତୁ ଦେଖିବା ଏହା କିପରି ନିର୍ଣ୍ଣୟ କରିହେବ ।
ପ୍ରଥମ 4 ଟି ସଂଖ୍ୟା ଆପଣ ଏହି ସୂତ୍ର ଅନୁଯାୟୀ ନିର୍ଣ୍ଣୟ ହୋଇଥାଏ :- a+b+c = (a×b)(a×c) ??
ଯେପରି 3+5+6= (3×5)(3×6)
ଶେଷ 2 ଟି ସଂଖା ନିମ୍ନ ସୂତ୍ର ଅନୁଯାୟୀ ନିର୍ଣ୍ଣୟ କରାଯାଏ
{(a×b)+(a×c)-c} ର ଓଲଟା ସଂଖା ଅର୍ଥାତ :-
3+5+6=151872;
axb = 3×5 = 15 axc = 3×6 = 18;
{(a×b)+(a×c)-c} = ((3×5)+(3×6)-6} = 27
— Reverse of 27 is 72
ଏହି ସୂତ୍ର ଅନୁଯାଇ ପ୍ରଶ୍ନଟିର ଉତ୍ତର ନିମ୍ନ ପ୍ରକାରର ହେବ :-
So 9+4+7=_______?
axb = 9×4 = 36;
axc = 9×7 = 63;
{(a×b)+(a×c)-c} = ((9×4)+(9×7)-7} = (36+63-7)=92
— Reverse of 92 is 29.
Hence 9+4+7 = 366329 (ଉତ୍ତର)
ଏହିଭଳି ଅନେକ ପ୍ରଶ୍ନ ର ଉତ୍ତର ନିଜର facebook ରେ ପ୍ରତିଦିନ ପାଇବା ପାଇଁ like କରନ୍ତୁ here ଏଠାରେ
0 Comments